Jump to content

Talk:Suryabanshi Suraj

Page contents not supported in other languages.
From Wikipedia, the free encyclopedia

Feedback from New Page Review process

[edit]

I left the following feedback for the creator/future reviewers while reviewing this article: You can link this from the constituency and the relevant election pages.

-MPGuy2824 (talk) 05:56, 8 January 2023 (UTC)[reply]

Chief minister of Odisha

[edit]

I want to see you our next CM (2024) mr. Suroj suryabansi 2409:4089:1219:326B:0:0:1C3A:70B1 (talk) 08:34, 3 June 2024 (UTC)[reply]

ସାର୍ ମୋର୍ ଗୋଟେ ଛୋଟ ଅନୁରୋଧ

[edit]

ମାନନୀୟ

        ମନ୍ତ୍ରୀ ସାର୍ ଓଡ଼ିଶା 

ସାର୍ ମୁଁ ଜ୍ୟୋତି ପ୍ରକାଶ ପଣ୍ଡା , ମୁ ମୟୂରଭଞ୍ଜ ଜିଲ୍ଲା ର ଉଦଳା ବ୍ଲକ , ଡିହିରାକୁଳ ଗ୍ରାମ ର ଅଧିବାସୀ, ସାର୍ ମୁଁ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ(ctms) ଜଣେ R.A , ସାର୍ ମୋର ଅନୁରୋଧ କି ctms ରେ କାର୍ଯୟକାରୀ କରୁଥିବା computer engineer ( ସହାୟତା କେନ୍ଦ୍ର) ଜଣେ ଅଧିକାରୀଙ୍କୁ କିଛି ଦିନ ହେବ ତାଙ୍କୁ ବହିସ୍କାର କରିଦିଆଯାଇଛି, ସେ ପୁଣି କିଛି ଷଡଯନ୍ତ୍ର କରି ସାର୍ ସେ ଜଣେ ବହୁତ୍ ଭଲ ମଣିଷ ହେବା ସହ ସମସ୍ତ କଳାକାର ଙ୍କୁ ସମ୍ମାନ ଜଣେଇବା ସହ ତାଙ୍କର କାର୍ଯ୍ୟ କୁ ଯଥା ସମ୍ଭବ କାର୍ଯ୍ୟରତ କରିଥାନ୍ତି ତେଣୁ ମୁ ଅନୁରୋଧ କରୁଛି କି ସାର୍ ଆପଣ ଏହି ବିଷୟରେ ତଦନ୍ତ କରି ତାଙ୍କୁ ସେହି କାର୍ଯ୍ୟ ରେ ନିଯୁକ୍ତି କଲେ ମୁଁ ଆପଣ ଙ୍କ ଠାରେ ଚିରଉପକୃତ ହେବି |

     " ବନ୍ଦେ ଉତ୍କଳଜନନୀ "
                         
              ଜ୍ୟୋତି ପ୍ରକାଶ ପଣ୍ଡା 
                                            At/po :- ଡିହିରାକୁଳ 
                                              ଉଦଳା, ମୟୂରଭଞ୍ଜ 2409:40E2:2002:1183:88CB:E1FF:FE0A:40D2 (talk) 05:21, 11 September 2024 (UTC)[reply]